Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନ ରୟାଲ୍ସକୁ ୨୨୨ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଲା ପଞ୍ଜାବ କିଙ୍ଗସ୍‌ : କେ.ଏଲ. ରାହୁଲ, ଦୀପକ ହୁଡାଙ୍କ ବିସ୍ଫୋରକ ଅର୍ଦ୍ଧଶତକ
  • ||
  • ମୋଦୀଙ୍କୁ ସୋନିଆଙ୍କ ପତ୍ର: ବୟସ ପରିବର୍ତ୍ତେ ଆବଶ୍ୟକତା ଅନୁସାରେ କରୋନା ଟିକା ଦିଆଯାଉ
  • ||
  • ବାଗ୍‌ଚି ଦମ୍ପତ୍ତିଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବରରେ କ୍ୟାନସର ହସ୍ପିଟାଲ ଏବଂ କେୟାର ସେଣ୍ଟର ପାଇଁ ସୁବ୍ରତୋ-ସୁସ୍ମିତା ଦେବେ ୪୩୦ କୋଟି ଟଙ୍କା
  • ||
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||

ଧୋନି, ବିରାଟ ଓ ଗାଙ୍ଗୁଲିଙ୍କ ମଧ୍ୟରୁ ବେଷ୍ଟ କ୍ୟାପଟେନ କିଏ? ଜବାବରେ ସେହଓ୍ବାଗ କଣ କହିଲେ ଜାଣନ୍ତୁ

18/07/2019 at 1:26 PM

ନୂଆଦିଲ୍ଲୀ୧୮|୭:  ଟିମ ଇଣ୍ଡିଆର ପୂର୍ବତନ ଦମଦାର୍ ଖେଳାଳୀ ବିରେନ୍ଦ୍ର ସେହାଗ ଜଣେ ଉଚ୍ଚମାନ କମେଣ୍ଟେଟର। ସୁନ୍ଦର କମେଣ୍ଟେଟର ଦ୍ବାରା ବିରେନ୍ଦ୍ର ଖେଳକୁ ପରିଚାଳିତ କରିଥାନ୍ତି। ଗୋଟିଏ ମ୍ୟାଚରେ କମେଣ୍ଟେଟର କରିବା ସମୟରେ ସାଥୀ କମେଟଟର ବିରେନ୍ଦ୍ର ସେହାଗଙ୍କୁ ପଚାରିଥିଲେ, ଭାରତୀୟ କ୍ରିକେଟ ଟିମର ତିନିଜଣ ଅଧିନାୟକ ଧୋନୀ, ବିରାଟ ଓ ଗାଙ୍ଗୁଲିଙ୍କ ମଧ୍ୟରେ ସବୁଠାରୁ ଭଲ ଅଧିନାୟ କିଏ?

ବିରେନ୍ଦ୍ର ସେହାଗ ସାଥୀ କମେଣ୍ଟେଟରଙ୍କ ପ୍ରଶ୍ନରେ ଉତ୍ତର ରଖି କହିଥିଲେ, ଏମାନଙ୍କ ମଧ୍ୟରୁ ସୌରଭ ଗାଙ୍ଗୁଲି ସବୁଠାରୁ ଭଲ ଅଧିନାୟକ। ଗାଙ୍ଗୁଲିଙ୍କ ଦୃଢ଼ ନେତୃତ୍ବ​‌ ପାଇଁ ଭାରତୀୟ ଟିମର ଏହି ସ୍ଥାନରେ ପହଞ୍ଚିପାରିଛି। ସବୁଠାରୁ ବଡ଼କଥା ସେ ଅଧିନାୟକ ଥିବା ସୟମରେ ଧୋନୀ ଓ ବିରାଟଙ୍କୁ ଟିମରେ ସାମିଲ କରିଥିଲେ। ଯାହାଫଳରେ ସେମାନେ ନିଜର ଅର୍ନ୍ତଃନିହିତ ପ୍ରତିଭା ଦେଖା ପାରିଛନ୍ତି।

 ଗାଙ୍ଗୁଲିଙ୍କ ନେତୃତ୍ବକୁ କ୍ରିକେଟପ୍ରେମୀ ପସନ୍ଦ କରୁଥିଲେ। ପୁଣି ମହେନ୍ଦ୍ର ସିଂହ ଧୋନୀଙ୍କୁ ପ୍ରଶଂସାକରି କହିଥିଲେ, ସେ ଜଣେ ବହୁତ ଭଲ ଅଧିନାୟକ। ତାଙ୍କୁ ମଧ୍ୟ ଭାରତୀୟ କ୍ରିକେଟପ୍ରେମୀ ବହୁମାତ୍ରରେ ପସନ୍ଦ କରିବା ସହ ତାଙ୍କୁ ବେଷ୍ଟ ଓ୍ବିକେଟ କିପର ଭାବରେ ଦର୍ଶକ ପସନ୍ଦ କରନ୍ତି। ସେ ମଧ୍ୟ ଟିମ ଇଣ୍ଡିଆର ବେଷ୍ଟ ଫିନସର ଭାବେ କ୍ରିକେଟପ୍ରେମୀଙ୍କ ପାଖରେ ପରିଚିତ।

   Related Posts