Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଆରଟିଓ ଦିବାକର ସିଂହ

28/12/2018 at 9:18 AM

ଢେଙ୍କାନାଳ ୨୮|୧୨:  ଭିଜିଲାନ୍ସ ଜାଲରେ ଆରଟିଓ । ଢେଙ୍କାନାଳ ଆରଟିଓ ଦିବାକର ସିଂହଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ୪ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି । ଢେଙ୍କାନାଳ କୁଞ୍ଜକାନ୍ତ ସ୍ଥିତ ଭଡା ଘର, ମୟୁରଭଞ୍ଜର ଝାରପୋଖରିଆ ସ୍ଥିତ ପୈତୃକ ଘର, ଭୁବନେଶ୍ବର ଓ ବାଲେଶ୍ବର ସ୍ଥିତ ବାସଭବନରେ ଚଢାଉ ଚାଲିଛି ।

ଏପଟେ ଏପରି ଭିଜିଲାନସ ଛାପାକୁ ବିରୋଧ କରି ବସ୍ ମାଲିକ ସଂଘ ଢେଙ୍କାନାଳ କୁଞ୍ଜକାନ୍ତ ସ୍ଥିତ ଭଡା ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଫଳରେ ଭିଜିଲାନସ ଅଧିକାରୀଙ୍କ ପାଇଁ ଅଡୁଆ ସ୍ଥିତି ସୃଷ୍ଟି ହୋଇଛି ।

   Related Posts