Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁର୍ଘଟଣା ରୋକିବା ପାଇଁ ଢେଙ୍କାନାଳ ଆରଟିଓର ପଦକ୍ଷେପ, ମଦ ପିଇ ଗାଡି ଚଳାଉଥିବା ଡ୍ରାଇଭର ଅଟକ

29/08/2019 at 3:21 PM

ଢେଙ୍କାନାଳ ୨୮: ଢେଙ୍କାନାଳ ଜିଲ୍ଲା ଆରଟିଓ ଅଧିକାରୀ ଗତକାଲି ରାତି ୧୦ଟା ସମୟରୁ ରାତି ୧୨ଟା ପର୍ଯ୍ୟନ୍ତ ଜାତୀୟ ରାଜପଥ ୫୩ ଭୁବନ ଥାନା ସମ୍ମୁଖରେ ସମସ୍ତ ଚାରି ଚକିଆ ଯାନ ତନଖି କରିଥିଲେ । ଓଭର ଲୋଡିଂ ଓ ମଦ ପିଇ ଗାଡି ଚଳାଉଥିବା ଡ୍ରାଇଭରଙ୍କୁ ବିଶେଷ ଚେକିଙ୍ଗ୍ କରାଯାଇଥିଲା । ଏହି ଚେକିଙ୍ଗରେ ମଦ ପିଇ ଗାଡି ଚଳାଉଥିବା ୪ ଜଣ ଡ୍ରାଇଭରଙ୍କୁ ଭୁବନ ଥାନାରେ ଅଟକ ରଖାଯାଇଥିଲା ।

   Related Posts