Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଥାନା ଅଧିକାରୀ ସସ୍ପେଣ୍ଡ

19/07/2018 at 10:43 AM

ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟଙ୍ଗ ଥାନା ଆଇଆଇସିଙ୍କୁ ସସ୍ପେଣ୍ଡ କରାଯାଇଛି | କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଥାନା ଅଧିକାରୀ ଲିଙ୍ଗରାଜ ଲେଙ୍କାଙ୍କୁ ସସ୍ପେଣ୍ଡ କରିଛନ୍ତି ପୋଲିସ ମହାନିର୍ଦେଶକ ଆର.ପି.ଶର୍ମା | କର୍ତ୍ତବ୍ୟରେ ଅବହେଳା,ବେପରୁଆ ଆଚରଣ, ଦାୟିତ୍ବହୀନ କାର୍ଯ୍ୟ ନେଇ ଆଇଆଇସିଙ୍କ ବିରୋଧରେ ହେଇଛି କାର୍ଯ୍ୟାନୁଷ୍ଠାନ | ବାରମ୍ବାର ତାଗିଦ ସତ୍ୱେ ଲିଙ୍ଗରାଜ ଲେଙ୍କା ଆଡ଼ଭୋକେଟ ଜେନେରାଲଙ୍କ କାର୍ଯ୍ୟାଳୟରେ ସ୍ଟାଟସ ରିପୋର୍ଟ ଦାଖଲ କରିନଥିଲେ | ତେବେ ନିଲମ୍ବନ ସମୟରେ ଲିଙ୍ଗରାଜ ଲେଙ୍କା ତାଳଚେର ସ୍ଥିତ ଫତର କେନ୍ଦ୍ରୀୟ ରେଞ୍ଜ ଡ଼ିଆଇଜିଙ୍କ ଅଧୀନରେ ରହିବେ ବୋଲି ନିର୍ଦେଶ ଦେଇଛନ୍ତି ଡିଜିପି |

   Related Posts