ପୁରୀ-ହାଓ୍ବଡା ଧଉଳି ଏକ୍ସପ୍ରେସରେ ଲାଗିଲା ନିଆଁ

Published By : Prameya-News7 Bureau | August 11, 2019 IST

ସୋର ୧୧|୮: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ପୁରୀ-ହାଓ୍ବଡା ଧଉଳି ଏକ୍ସପ୍ରେସ ।  ପୁରୀ-ହାଓ୍ବଡା ଧଉଳି ଏକ୍ସପ୍ରେସରେ ଅଗ୍ନିକାଣ୍ଡ ହୋଇଛି । ଏକ୍ସପ୍ରେସର ଡି-୧ ବଗିରେ ଲାଗିଛି ନିଆଁ । ଅଗ୍ନିକାଣ୍ଡ ଯୋଗୁଁ ସୋର ଷ୍ଟେସନରେ ଅଟକିଛି ଟ୍ରେନ୍ ।

{"id":143322}

ଟ୍ରେନରେ ଲାଗିଥିବା ବ୍ରେକରେ କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ଚକା ପାଖରେ ନିଆଁ ଲାଗି ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା ।

{"id":143323}

ନିଆଁ ଲିଭାଇବା ପାଇଁ ଷ୍ଟେସନ କର୍ମଚାରୀ ଏବଂ ଜିଆରପିର ଉଦ୍ୟମ ଜାରି । ଅଗ୍ନିକାଣ୍ଡ ଫଳରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.