ଧର୍ମେନ୍ଦ୍ର ଟ୍ବିଇଟରେ କଲେ ଟାର୍ଗେଟ,କୋଇଲା ଆବଣ୍ଟନ ମାମଲାରେ ସିବିଆଇ ଜେରା ହୋଇଛି କି ନାହିଁ ନବୀନ ସ୍ଫଷ୍ଟ କରନ୍ତୁ

Published By : Prameya-News7 Bureau | March 28, 2019 IST

ଭୁବନେଶ୍ଵର ୨୮/୩- ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରିଛନ୍ତି ଟାର୍ଗେଟ । ସେ କହିଛନ୍ତି ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଗରେ ଉତ୍ତର ରଖନ୍ତୁ ସେ ସିବିଆଇ ଜେରା ହୋଇଛି କି ନାହିଁ..ଏହି ଟ୍ଵିଇଟରେ ଆଉ କଣ କହିଛନ୍ତି ଆସନ୍ତୁ ପଢ଼ିବା…

{"id":97970}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.