Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ନିର୍ବାଚନ ପ୍ରଚାରରେ ଦୁଲୁକୁଛି ପାଟକୁରା : ଆଜି ପ୍ରଚାର ମଙ୍ଗ ଧରିବେ ଧର୍ମେନ୍ଦ୍ର

14/07/2019 at 9:09 AM

କେନ୍ଦ୍ରାପଡ଼ା ୧୪/୭: ପାଟକୁରା ବିଧାନସଭା ନିର୍ବାଚନ ତାରିଖ ଯେତିକି  ପାଖଉଛି ହାଇଭୋଲଟେଜ ପ୍ରଚାର ସେତିକି ଯୋର ଧରୁଛି। କଂଗ୍ରେସ, ବିଜେପି ଓ ବିଜେଡି ତିନି ଦଳର ପ୍ରଚାରରେ ଲାଗିଛନ୍ତି ହେବି ୱେଟ ନେତା । ଆଜି ପାଟକୁରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥର ପ୍ରଚାର ।

ସେହିଭଳି ୧୭ରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧରିବେ ପ୍ରଚାର ମଙ୍ଗ । ପାଟକୁରା ପାଇଁ ଅଣ୍ଟା ଭିଡିଦେଇଛନ୍ତି ୩ ପ୍ରମୁଖ ଦଳ । ବିଜେଡି ଯୁବ ସମାବେଶ, ପଦଯାତ୍ରା ସହ ଘର ଘରକୁ ଘର ବୁଲି ପ୍ରଚାର ଚଳାଇଛ।  ହେବି ୱେଟ ନେତା , ମନ୍ତ୍ରୀ ଓ ବିଧାୟକ ସେଠାରେ ଡେରା ପକାଇଛନ୍ତି  । ମନ୍ତ୍ରୀ ପ୍ରତାପ ଜେନା ଡେରାବିଶରେ ଧରିଛନ୍ତି ପ୍ରଚାରମଙ୍ଗ..

   Related Posts