Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

କାଳିଆ ଯୋଜନାକୁ ଟାର୍ଗେଟ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ କାଳିଆ ନାଁରେ ଲୋକଙ୍କୁ ବୋକା ବନାଉଛନ୍ତି ନବୀନ

31/03/2019 at 3:19 PM

ଭୁବନେଶ୍ବର ୩୧|୩ : କାଳିଆ ଯୋଜନାକୁ ନେଇ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଲେ କାଳିଆ ନାଁରେ ନବୀନ ଲୋକଙ୍କୁ ବୋକା ବନାଉଛନ୍ତି । କାଳିଆ ପାଇଁ ବଜେଟ୍ ହୋଇନଥିବାବେଳେ ଚୂଡାନ୍ତ ତାଲିକା ବି ହୋଇନି । ବ୍ୟବସ୍ଥା ନକରି ଚାଷୀଙ୍କୁ ଭୂଆଁ ବୁଲାଇ କେବଳ ପ୍ରଚାର କରୁଛନ୍ତି । ମନ୍ତ୍ରୀ, ବିଧାୟକ ଓ ତାଙ୍କ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି । ଓଡିଶାର ୪୦ରୁ ୪୫ ଲକ୍ଷ ଚାଷୀ ଠିକ୍‌ ଭାବେ ଅର୍ଥ ପାଇ ପାରୁନାହାନ୍ତି । ଅନ୍ୟ ପକ୍ଷରେ ଉଜ୍ବଳାକୁ ଯଦି ନିର୍ବାଚନ ପ୍ରଚାରରେ ମନା ତାହାଲେ କାଳିଆ ପ୍ରଚାର କେମିତି ହେଉଛି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ।

   Related Posts