Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ

8/06/2018 at 9:25 AM

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କମିଶନ ଗଠନ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ –
“କମିଶନ ବସାଇ ଦେଲେ କଣ ସମସ୍ୟାର ସମାଧାନ ହେଉଛି କି?
ସମସ୍ୟା ଗୁଡିକୁ ଦୃଷ୍ଟି ଆଢୁଆଳରେ ରଖିବାକୁ କମିଶନ ବସାଇଛନ୍ତି ରାଜ୍ୟ ସରକାର”

Leave a Reply

   Related Posts