ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ
8/06/2018 at 9:25 AM

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କମିଶନ ଗଠନ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ –
“କମିଶନ ବସାଇ ଦେଲେ କଣ ସମସ୍ୟାର ସମାଧାନ ହେଉଛି କି?
ସମସ୍ୟା ଗୁଡିକୁ ଦୃଷ୍ଟି ଆଢୁଆଳରେ ରଖିବାକୁ କମିଶନ ବସାଇଛନ୍ତି ରାଜ୍ୟ ସରକାର”
Related Posts
ନିଜକୁ ଗୁଳି କରି ବିଏସ୍ଏଫ୍ ଯବାନଙ୍କ ଆତ୍ମହତ୍ୟା !
6 March 2021