Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜିଠୁ ପୁରୀରେ ‘ମୋ ଧାମ ମୋ ଗର୍ବ’ କାର୍ଯ୍ୟକ୍ରମ, ପ୍ରତି ଶନିବାର ଚାଲିବ ବଡଦାଣ୍ଡ ସେବା
  • ||
  • ଧର୍ମଗଡ଼ : ବିବାହିତ ମହିଳାଙ୍କୁ ମାରି ପୋଡିଦେଲେ ! ଜଙ୍ଗଲରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ
  • ||
  • ଜଳେଶ୍ୱର : ପୂଜା ଭୋଜି ଓ ଭୋଗ ଖାଇ ୧୫୦ ଅସୁସ୍ଥ, ବିଭିନ୍ନ ମେଡିକାଲରେ ଚିକିତ୍ସା ଜାରି
  • ||
  • ଶେରଗଡ : ଭୟାବହ ଅଗ୍ନିକାଣ୍ଡ, ୯୦ ଛେଳି ଜୀଅନ୍ତା ଜଳିଗଲେ
  • ||

ତୈଳ ଦର ବୃଦ୍ଧି ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା- ରାଜ୍ୟ ସରକାର ଟ୍ୟାକ୍ସ କମାଇବା ଦରକାର

16/09/2018 at 12:31 PM

ଭୁବନେଶ୍ୱର ୧୬/୯ : ତୈଳ ଦର ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖି କହିଛନ୍ତି, ଏନେଇ ରାଜ୍ୟ ସରକାର ସହଯୋଗର ଆବଶ୍ୟକତା ରହିଛି | ରାଜ୍ୟ ସରକାର ଟ୍ୟାକ୍ସ କମାଇବା ଦରକାର | ଟ୍ୟାକ୍ସ କମାଇବା ରାଜ୍ୟ ସରକାରଙ୍କ ବଡ ଦାୟିତ୍ୱ | ୨୦୧୪ରେ ରାଜ୍ୟ ପେଟ୍ରୋଲ ଡିଜେଲ ଉପରୁ ୩ହଜାର କୋଟି ରାଜସ୍ବ ପାଉଥିଲେ | ଏବେ ରାଜ୍ୟ ଏବାବଦକୁ ୭ ହଜାର କୋଟି ପାଉଛନ୍ତି | ତେଣୁ ରାଜ୍ୟ ଶର୍କରା ଭାଟ କମାଇବା ଦରକାର |

   Related Posts