ତୈଳ ଦର ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ-ଦାମ୍ ର କଷ୍ଟ ସାଧାରଣ ଲୋକଙ୍କୁ ବାଧୁଛି

Published By : Prameya-News7 Bureau | May 24, 2018 IST

ତୈଳ ଦର ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ‘ତୈଳ ଦର କମାଇବା ପାଇଁ ଚିନ୍ତା କରାଯାଉଛି’ ‘ଏଥିପାଇଁ କେନ୍ଦ୍ର ସରକାର ସୁଚିନ୍ତିତ ଯୋଜନା କରୁଛନ୍ତି’ ଦାମ୍ ର କଷ୍ଟ ସାଧାରଣ ଲୋକଙ୍କୁ ବାଧୁଛି: ଧର୍ମେନ୍ଦ୍ର ‘ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତାରୁ ବଢ଼ୁଛି ଦର’ ‘ଡଲାର ଓ ଟଙ୍କାର ଅସନ୍ତୁଳନ ଯୋଗୁଁ ମଧ୍ୟ ବଢ଼ୁଛି ଦର’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.