Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||
  • ଦେବୀ ଓ ମହାନଦୀରେ ବଢୁଛି ଜଳସ୍ତର, ଜଗତସିଂହପୁରରେ ବନ୍ୟା ସ୍ଥିତି
  • ||
  • ୧୮ରୁ ଲଘୁଚାପ, ୧୦ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ପୁରୀରୁ ଫେରିବା ବେଳେ ଓଲଟିଲା ବୋଲେରୋ, ୧୩ ଯାତ୍ରୀ ଆହତ
  • ||
  • ପୋଲ ଭାଙ୍ଗି ଗାଁରେ ପଶିଲା ପାଣି, ପଟ୍ଟାମୁଣ୍ଡାଇ ଅମୃତମଣୋହୀ ଛକରେ ଘାଇ
  • ||
  • ଗୁଣ୍ଡେରପୁର ବ୍ରିଜ୍ ଉପରେ ୩ ଫୁଟ୍ ପାଣି, ସମ୍ବଲପୁର-ସୋନପୁର ବିଛିନ୍ନ
  • ||

ତୈଳ ଦର ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ-ଦାମ୍ ର କଷ୍ଟ ସାଧାରଣ ଲୋକଙ୍କୁ ବାଧୁଛି

24/05/2018 at 8:32 AM

ତୈଳ ଦର ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ
‘ତୈଳ ଦର କମାଇବା ପାଇଁ ଚିନ୍ତା କରାଯାଉଛି’
‘ଏଥିପାଇଁ କେନ୍ଦ୍ର ସରକାର ସୁଚିନ୍ତିତ ଯୋଜନା କରୁଛନ୍ତି’
ଦାମ୍ ର କଷ୍ଟ ସାଧାରଣ ଲୋକଙ୍କୁ ବାଧୁଛି: ଧର୍ମେନ୍ଦ୍ର
‘ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତାରୁ ବଢ଼ୁଛି ଦର’
‘ଡଲାର ଓ ଟଙ୍କାର ଅସନ୍ତୁଳନ ଯୋଗୁଁ ମଧ୍ୟ ବଢ଼ୁଛି ଦର’

Leave a Reply

   Related Posts