ବଜେଟ୍ ନେଇ ନବୀନଙ୍କ ଅଭିଯୋଗ ପ୍ରସଙ୍ଗ : ବଜେଟ୍ରେ ଓଡ଼ିଶା ଅଧିକ ୬ ହଜାର କୋଟି ପାଇବ କହିଲେ ଧର୍ମେନ୍ଦ୍ର
2/02/2019 at 3:25 PM

ଭୁବନେଶ୍ବର ୨|୨: ବଜେଟ୍ରେ ଓଡ଼ିଶାର ଅର୍ଥ ଆସିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଯୋଗ ଉପରେ ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏହି ବଜେଟରେ ଓଡ଼ିଶା ଅଧିକ ୬ ହଜାର କୋଟି ପାଇବ । ପୂର୍ବତଟ ରେଳବାଇକୁ ୭ ହଜାର କୋଟିରୁ ଅଧିକ ଟଙ୍କା ମିଳିବ । ଯାହାର ସିଧା ଲାଭ ଓଡିଶା ପାଇବ । କୃଷକ ଯୋଜନାରେ ପ୍ରକୃତ ହିତାଧିକାରୀ ଚୟନରେ ରାଜ୍ୟ ସହଯୋଗ କରିବ ବୋଲି ଆଶା କରୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।
Related Posts
ତିନିକୋଶିଆ ଜଙ୍ଗଲରେ ଲାଗିଲା ନିଆଁ, ଦମକଳ ବାହିନୀ ନାକେଦମ୍
27 January 2021