ସାଂସଦ ତଥାଗତ ଶତପଥୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସା
8/06/2018 at 9:43 AM

ସାଂସଦ ତଥାଗତ ଶତପଥୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସା
କେନ୍ଦ୍ରମନ୍ତ୍ରୀଙ୍କୁ ଓଡିଆରେ ଚିଠି ଲେଖିବା ପ୍ରସଙ୍ଗରେ ପ୍ରଶଂସା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ
“ଓଡିଆ ଭାଷା ପାଇଁ ସେ ଗୁରୁତ୍ବ ଦେଉଛନ୍ତି
ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ
ଏହା ତାଙ୍କ ଓଡିଆ ଭାଷା ପ୍ରତି ସମ୍ମାନ ସୂଚାଉଛି” – ଧର୍ମେନ୍ଦ୍ର ପ୍ରଧାନ
କିଛି ଦିନ ତଳେ କେନ୍ଦ୍ର ଖଣି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଓଡିଆରେ ଚିଠି ଲେଖିଥିଲେ ସାଂସଦ ତଥାଗତ ଶତପଥୀ
Related Posts
ବାଦାମପାହାଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ବିପୁଳ ଦେଶୀ ମଦ ଜବତ, ୪ ଗିରଫ
24 February 2021
ଚୋରା ଚାଲାଣ କରୁଥିବା ୩ଟି ଲୁହାପଥର ବୋଝେଇ ଟ୍ରଲର ଜବତ, ୩ ଗିରଫ
24 February 2021