Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚା ପାଇଁ ନିମନ୍ତ୍ରଣ ଦେଲେ ପ୍ରଦୀପ ମହାରଥୀ

8/05/2018 at 9:49 AM

ବିଜେପୁର ନିର୍ବାଚନ ପରେ ଓଡିଶାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦେଖା ମିଳୁନଥିବା କହି ଚର୍ଚ୍ଚାରେ ଥିବା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ନିଜେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚା ପାଇଁ ନିମନ୍ତ୍ରଣ କରିଛନ୍ତି | ମହାନଦୀ ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କୁ କଟାକ୍ଷ କରି କହିଛନ୍ତି “ଧର୍ମେନ୍ଦ୍ର ପ୍ରଧାନ ଓ ରମଣ ସିଂ ଯଦି ମହାନଦୀ ହୁଅନ୍ତି ଆମେ ଖରସ୍ରୋତା,ସେମାନେ ମହାନଦୀକୁ ଶୁଖାଇ ଦେଇ ପାରନ୍ତି କିନ୍ତୁ ଖରସ୍ରୋତା ସବୁବେଳେ ଖର ଖର,କେବେ ସୁଖିବନି”

Leave a Reply

   Related Posts