ରାଉରକେଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ଷ୍ଟିଲ୍ ପ୍ଲାଣ୍ଟର ସିଇଓଙ୍କୁ ଭେଟିବେ
29/09/2019 at 9:18 AM

ସୁନ୍ଦରଗଡ଼ ୨୯/୯: ରାଉରକେଲା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ । ୨ ଦିନିଆ ରାଉରକେଲା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଆଜି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ସିଇଓ ଏବଂ ବରିଷ୍ଠ ଅଧକାରୀମାନଙ୍କ ସହ ସମୀକ୍ଷା କରିବେ ।
୩୦ ତାରିଖ ଦିନ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କୋଇଡ଼।ରେ ଥିବା ସେଲ୍ ର କାଲଟା ମାଇନ୍ସ ପରିଦର୍ଶନ କରିବେ । ପରେ ସୁନ୍ଦରଗଡ଼ ବଡ଼ଗାଁରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଞ୍ଚି ଯିବେ । ଇସ୍ପାତ୍ ମନ୍ତ୍ରଣାଳୟ ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ରାଉରକେଲା ଗସ୍ତ।
Related Posts
ଝାରପଡା ଜେଲ୍ରେ କଏଦୀ ମୃତ, ୨୦୦୮ମସିହାରୁ ଥିଲା ଜେଲ୍ରେ
16 January 2021