ଆଜି ନିର୍ବାଚନୀ ପ୍ରଚାର ସହ ରୋଡ୍ ସୋ' କରିବେ ଧର୍ମେନ୍ଦ୍ର

Published By : Prameya-News7 Bureau | April 20, 2019 IST

ଭୁବନେଶ୍ବର ୨୦|୪:  ଆଜି କେନ୍ଦୁଝରରେ ନିର୍ବାଚନୀ ବାଜା ବଜାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେଲକୋଇ, ପାଟଣା, ଓ ଆନନ୍ଦପୁର ନିର୍ବାଚନୀମଣ୍ଡଳୀରେ ସଭା କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ ଧର୍ମେନ୍ଦ୍ର ।

ସେହିପରି ମୟୂରଭଞ୍ଜ କରଞ୍ଜିଆ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଠାକୁରମୁଣ୍ଡା ଓ ପିପିଲି ନିର୍ବାଚନମଣ୍ଡଳୀର ଡେଲାଙ୍ଗରେ ମଧ୍ୟ ଧର୍ମେନ୍ଦ୍ର ନିର୍ବାଚନୀ ସଭା କରିବେ । ସଂଧ୍ୟାରେ ବାରଙ୍ଗରେ ଧର୍ମେନ୍ଦ୍ର ରୋଡ୍ ଶୋ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.