Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ନିର୍ବାଚନୀ ପ୍ରଚାର ସହ ରୋଡ୍ ସୋ’ କରିବେ ଧର୍ମେନ୍ଦ୍ର

20/04/2019 at 9:54 AM

ଭୁବନେଶ୍ବର ୨୦|୪:  ଆଜି କେନ୍ଦୁଝରରେ ନିର୍ବାଚନୀ ବାଜା ବଜାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେଲକୋଇ, ପାଟଣା, ଓ ଆନନ୍ଦପୁର ନିର୍ବାଚନୀମଣ୍ଡଳୀରେ ସଭା କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ ଧର୍ମେନ୍ଦ୍ର ।

ସେହିପରି ମୟୂରଭଞ୍ଜ କରଞ୍ଜିଆ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଠାକୁରମୁଣ୍ଡା ଓ ପିପିଲି ନିର୍ବାଚନମଣ୍ଡଳୀର ଡେଲାଙ୍ଗରେ ମଧ୍ୟ ଧର୍ମେନ୍ଦ୍ର ନିର୍ବାଚନୀ ସଭା କରିବେ । ସଂଧ୍ୟାରେ ବାରଙ୍ଗରେ ଧର୍ମେନ୍ଦ୍ର ରୋଡ୍ ଶୋ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

   Related Posts