ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନୀ ପ୍ରଚାର

Published By : Prameya-News7 Bureau | April 21, 2019 IST

ଅନୁଗୁଳ ୨୧|୪:   ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମାରାଥନ ପ୍ରଚାର କରୁଛନ୍ତି । ଅନୁଗୋଳ ବିଧାନସଭା ନିର୍ବାଚନ ମଣ୍ଡଳୀ ବନ୍ତଳାରେ ବିଜୟ ସଂକଳ୍ପ ସଭାରେ ଉଦବୋଧନ ଦେଇଥିଲେ ଧର୍ମେନ୍ଦ୍ର । ଏହା ପରେ ପାଲଲହଡାରେ ରୋଡ ସୋ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି । ସେଠାରୁ ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ କଲ୍ୟାଣପୁରଠାରେ ଯୋଗ ଦେବେ। ଏହାପରେ ଜଗତସିଂହପୁର କୁଜଙ୍ଗ, ତେନ୍ତୁଳିପଡା ଏବଂ କଟକର ନିଆଳିଠାରେ ଧର୍ମେନ୍ଦ୍ର ପ୍ରଚାର କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.