ପ୍ରତାପ ଷଡ଼ଙ୍ଗୀଙ୍କୁ ଅଣୁ, କ୍ଷୁଦ୍ର, ମଧ୍ୟମ, ଉଦ୍ୟୋଗ ; ପଶୁ ସମ୍ପଦ, ଗୋପାଳନ ଓ ମତ୍ସ୍ୟ

Published By : Prameya-News7 Bureau | May 31, 2019 IST

ଧର୍ମେନ୍ଦ୍ର ବଜାୟ ରଖିଲେ ନିଜ ବିଭାଗ । ମିଳିଲା ସେହି ପେଟ୍ରୋଲିୟମ ମନ୍ତ୍ରାଳୟ । ଧର୍ମେନ୍ଦ୍ର ପ୍ରଧାନ ଗତଥର ମୋଦିଙ୍କ କ୍ୟାବିନେଟ ମନ୍ତ୍ରୀମଣ୍ଡଳରେ ମଧ୍ୟ ପେଟ୍ରୋଲିୟମ ମନ୍ତ୍ରୀ ଥିଲେ । ଏଥର ମଧ୍ୟ ତାଙ୍କୁ ପେଟ୍ରୋଲିୟମ ବିଭାଗ ମିଳିଛି । ଗତକାଲି ନରେନ୍ଦ୍ର ମୋଦି ଏବଂ ତାଙ୍କ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିଥିଲେ । ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ କରାଯାଇଛି । ପ୍ରତାପ ଷଡ଼ଙ୍ଗୀଙ୍କୁ ଅଣୁ କ୍ଷୁଦ୍ର, ମଧ୍ୟମ, ଉଦ୍ୟୋଗ , ପଶୁ ସମ୍ପଦ, ଗୋପାଳନ ଓ ମତ୍ସ୍ୟ ବିଭାଗ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.