Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ଭୁବନେଶ୍ୱର ବୋମିଖାଲ ଓଭରବ୍ରିଜ ଦୁର୍ଘଟଣା ସ୍ଥଳରେ ଧର୍ମେନ୍ଦ୍ର ପ୍ରଧାନ

5/05/2018 at 6:02 AM

ଭୁବନେଶ୍ୱର ବୋମିଖାଲ ଓଭରବ୍ରିଜ ଦୁର୍ଘଟଣା ସ୍ଥଳରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ମନ୍ତ୍ରୀ ନିର୍ମାଣାଧୀନ ଓଭରବ୍ରିଜ ଓ ଦୁର୍ଘଟଣା ସ୍ଥଳ ବୁଲି ଦେଖିଲା ପରେ ସ୍ଥାନୀୟ ଲୋକ ଓ କିଛି ପ୍ରତାକ୍ଷଦର୍ଶୀଙ୍କ ସହ କଥା ହୋଇଛନ୍ତି | କେନ୍ଦ୍ରମନ୍ତ୍ରୀଙ୍କ ସହ କିଛି ବିଜେପି ନେତା ମଧ୍ୟ ଉପସ୍ଥିତ ଅଛନ୍ତି | ଦୁର୍ଘଟଣାକୁ ନେଇ ମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ନିନ୍ଦା ମଧ୍ୟ କରିଛନ୍ତି | ମନ୍ତ୍ରୀ କହିଛନ୍ତି “ଏପ୍ରକାର ଘଟଣାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ,ଠିକା ସଂସ୍ଥାକୁ ରଦ୍ଧ କରାଯାଏ |”

Leave a Reply

   Related Posts