Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨୩୯୦ ପଜିଟିଭ୍
  • ||
  • ନିରାଡମ୍ବର ଭାବେ ପାଳିତ ହେଉଛି ଇଦ୍-ଉଲ-ଫିତର, ଇଦଗାହରେ ହେବନାହିଁ ସାମୂହିକ ନମାଜ ପାଠ
  • ||
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

କଣ୍ଟାବାଞ୍ଝିରେ ଓବିସିର ମହାସମ୍ମିଳନୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାମକ୍ରିପାଲ ଯାଦବ

14/02/2019 at 1:33 PM

କଣ୍ଟାବାଞ୍ଝି ୧୪|୨:  ଆଉ କିଛି ଦିନ ପରେ ଘୋଷଣା ହେବ ନିର୍ବ।ଚନ ତାରିଖ । ହେଲ ତା ଆଗରୁ ତୃଣମୂଳ ସ୍ତରରେ ସଂଗଠନ ମଜବୁତ ଏବଂ ଭୋଟରଙ୍କୁ ଆକୃଷ୍ଠ କରିବାରେ ଫୁଲ୍ ଦମରେ ଲାଗିଛନ୍ତି ତିନି ପ୍ରମୁଖ ଦଳର ନେତା ଓ କର୍ମୀ । ବଲାଙ୍ଗିରରେ ୨ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରାମକ୍ରିପାଲ ଯାଦବ କଣ୍ଟାବାଞ୍ଝିରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।  ଓବିସିର ମହାସମ୍ମିଳନୀରେ ଉଦବୋଧନ ଦେଇଛନ୍ତି ଦୁଇ କେନ୍ଦ୍ର ମନ୍ତ୍ରୀ ।  ଏହି ସଭାରେ କଳାହାଣ୍ଡି ଓ ବଲାଙ୍ଗିର ସାଂସଦ ନିର୍ବ।ଚନ ମଣ୍ଡଳୀରୁ ଓବିସି ମୋର୍ଚ୍ଚ।ର ହଜାର ହଜାର ଲୋକ ଯୋଗ ଦେଇଛନ୍ତି ।

   Related Posts