Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର ରୋଡ୍ : ଉପ-କାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଢେଙ୍କାନାଳ : ଜଙ୍ଗଲୀ ଜନ୍ତୁକୁ ମାରି ମାଂସ ଭାଗବଣ୍ଟା କଲେ, ଭାଗ ଛିଡିଲାନି ବୋଲି ଜଣଙ୍କୁ ମାରିଦେଲେ, ଅଭିଯୁକ୍ତ ଫେରାର
  • ||
  • ଚଣ୍ଡିଖୋଲ : କ୍ୟାବିନରୁ ୨ଶହ ଲିଟର ଡିଜେଲ ଜବତ, ଜଣେ ଗିରଫ
  • ||
  • ପଟ୍ଟାମୁଣ୍ଡାଇ : ନଦୀରେ ଭାସୁଛି କୁମ୍ଭୀରର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗାଁ ମୁହାଁ ହାତୀ ପଲ, ଭୟଭୀତ ଗ୍ରାମବାସୀ, ପଡିଲା ତାଟି କବାଟ
  • ||
  • ମନ୍ଦିର ନିକଟରେ ପଡିଛି ଅଜଣା ଯୁବକ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • କମୁଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୮ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୨୯୫୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଅମାନବୀୟ : ଗୋଡାଇବାରୁ କୁକୁରକୁ ହତ୍ୟା, ଜଣେ ଗିରଫ
  • ||
  • ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ଆସନ୍ତାକାଲି ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ କଟକଣା ଲାଗୁ
  • ||

ରାଜ୍ୟ ସରକାରଙ୍କ ପିଠା ବାସୀ ପିଠା ବୋଲି ଧର୍ମେନ୍ଦ୍ର କଲେ ସମାଲୋଚନା, ବରଗଡରେ ଖୁବଶୀଘ୍ର ପାଇପ ଯୋଗେ ଗ୍ୟାସ ସଂଯୋଗ ପାଇଁ ଦେଲେ ପ୍ରତିଶୃତି

15/12/2018 at 6:37 PM

ଭୁବନେଶ୍ବର୧୫|୧୨: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ପଦ୍ମପୁର ଓ ଦିଗପହଣ୍ଡି ଗସ୍ତ । ଆଜି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଭୀଷ୍ମଗିରି ଠାରେଜନ ପରାମର୍ଶ ସାଧାରଣ ସଭାରେ ଯୋଗ ଦେଇ ରାଜ୍ୟସରକାରଙ୍କ ପିଠା ଯୋଜନାକୁ ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର ।ଏଥିସହ ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନିର୍ବାଚନ ମଣ୍ଡଳୀର ସମସ୍ୟା ସମ୍ପର୍କରେ ଲୋକଙ୍କସହ ସିଧାସଳଖ ଆଲୋଚନା କରିଛନ୍ତି ।… 

ସେହିପରି ବରଗଡ ଜିଲ୍ଲା ପଦ୍ମପୁରରେ ଜନ ସମ୍ପର୍କ ପଦ ଯାତ୍ରାରେ ଯୋଗ ଦେଇଥିଲେ ଧର୍ମେନ୍ଦ୍ର। ପଦ୍ମପୁର ଶତିଭଟାଠାରୁ କେନ୍ଦ୍ରମନ୍ତ୍ରୀଙ୍କୁ ବିଶାଳ ବାଇକର୍ୟାଲିରେ ପାଛୋଟି ନେଇଥିଲେ ଦଳୀୟ କର୍ମୀ।ରାଜବୋଡାସମ୍ବର ଉଚ୍ଚବିଦ୍ୟାଳୟ ପଡିଆରେ ଆୟୋଜିତ ସାଧାରଣ ସଭାରେ ଜନସାଧାରଣଙ୍କୁ ଧର୍ମେନ୍ଦ୍ର ଉଦବୋଧନ ଦେଇଥିଲେ ।ଏଠାରେ ମଧ୍ୟ ସେପିଠା ଯୋଜନାକୁ ସମାଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ପିଠା, ବାସୀ ପିଠା ବୋଲି କହିଥିଲେ । ଖୁବ ଶୀଘ୍ର ବରଗଡ଼କୁ ଗ୍ୟାସ ପାଇପ ସଂଯୋଗ ଦିଆଯିବ ବୋଲି ଘୋଷଣା କରିଛନ୍ତି ଧର୍ମେନ୍ଦ୍ର । ଏହି ଅବସରରେ ସେ ଏସିୟାନ ବ୍ଲାଇଣ୍ଡ ଚେସ୍ ରୋପ୍ୟ ବିଜେତା ସୌନ୍ଦର୍ଯ୍ୟ ଏବଂ ପ୍ରାଦୁର୍ଯ୍ୟଙ୍କୁ ସମ୍ମାନିତକରିଥିଲେ।… 

   Related Posts