Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଶସ୍ୟ ବୀମା ଦାବୀରେ କିସାନ ସଂଘର ରାସ୍ତାରୋକ

17/06/2019 at 10:15 AM

କଳାହାଣ୍ଡି ୧୭/୬ : କଳାହାଣ୍ଡି ଜିଲ୍ଲାରେ ଶସ୍ୟ ବୀମା ଦାବୀରେ କିସାନ ସଂଘର ରାସ୍ତାରୋକ । ଗୋଲାମୁଣ୍ଡା ବ୍ଲକର ୨୮ଟି ପଚାଂୟତର ଶସ୍ୟ ବୀମା ଟଙ୍କା ପୈଠ ଦାବୀ କରି କିସାନ ସଂଘ ରାସ୍ତା ଅବରୋଧ କରିଛି । ଫଳରେ ଧର୍ମଗଡ ସିନାପାଲିକୁ ଯାତାୟତ ବାଧାପ୍ରାପ୍ତ ହାଣିଚି । ଗୋଲାମୁଣ୍ଡା ବ୍ଲକରୁ ପ୍ରାୟ ଦୁଇ କୋଟି ଟଙ୍କା ଶସ୍ୟ ବୀମା ଟଙ୍କା ଚାଷୀ ପୈଠ କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଚାଷୀଙ୍କୁ ଚାଷ କ୍ଷୟକ୍ଷତିର ଟଙ୍କା ପୈଠ କରାଯାଇନାହିଁ ।

   Related Posts