Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଖୋର୍ଦ୍ଧା ସାରୁଅ ତରଙ୍ଗ ଷ୍ଟୁଡିଓ ଆଗରେ ଶ୍ରମିକଙ୍କ ଧାରଣା

1/11/2020 at 11:52 AM

ଖୋର୍ଦ୍ଧା ୦୧।୧୧: ଖୋର୍ଦ୍ଧା ସାରୁଅରେ ଥିବା ତରଙ୍ଗ ଷ୍ଟୁଡିଓ ଫାଟକ ସମ୍ମୁଖରେ ଶ୍ରମିକ ମାନଙ୍କ ଧାରଣା । ଶ୍ରମିକ ମାନଙ୍କୁ ତରଙ୍ଗ କର୍ତ୍ତୃପକ୍ଷ ଗାଳିଗୁଲଜ କରିବା ଧମକ ଚମକ ଦେବା ସହ କାମ ବନ୍ଦ କରିବା ପାଇଁ କହୁଥିବା ଅଭିଯୋଗ ହୋଇଛି ।

 ଶ୍ରମିକ ମାନଙ୍କୁ ଉପଯୁକ୍ତ ଦରମା ଦେଉନଥିବା ଅଭିଯୋଗ କରି ତରଙ୍ଗ ଷ୍ଟୁଡିଓ ରେ କାମ କରୁଥିବା  ଶ୍ରମିକମାନେ ଧାରଣା ଦେଇଛନ୍ତି। ଗତକାଲି ତରଙ୍ଗ ଷ୍ଟୁଡିଓରେ କାମ କରୁଥିବା ଶ୍ରମିକଙ୍କୁ ଗାଳିଗୁଲଜ, ଧମକ ଚମକ ଅଭିଯୋଗରେ ବାଘମାରୀ ପୋଲିସ, ଓଡିଶା ଇମ୍ପ୍ରାର ସାଇଟ୍ ଇଞ୍ଜିନିୟର ଦୀନବନ୍ଧୁ ସାମନ୍ତ ଓ ସୁପରଭାଇଜର ବିଶ୍ବଜିତ୍ ରାଉତରାୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

   Related Posts