Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ରାମ୍‌କୋ ସିମେଣ୍ଟ କାରଖାନା ସମ୍ମୁଖରେ ଧାରଣା, ବିଭିନ୍ନ ଦାବି ନେଇ ଆନ୍ଦୋଳନ ଜାରି

20/01/2021 at 10:32 AM

ଚଣ୍ଡିଖୋଲ ୨୦।୦୧: ରାମ୍‌କୋ ସିମେଣ୍ଟ କାରଖାନା ସମ୍ମୁଖରେ ଧାରଣା ।  ଯାଜପୁର ହରିଦାସପୁର ରାମକୋ ସିମେଣ୍ଟ ପ୍ଲାଣ୍ଟ ସମ୍ମଖରେ ଧାରଣା । ଧର୍ମଶାଳା ଅଞ୍ଚଳବାସୀ ଓ ବେକାରୀ ବିରୋଦୀ ମଞ୍ଚ ପକ୍ଷରୁ ଧାରଣା ଦିଆଯାଇଛି । ଅନେକ ଦାବି ନେଇ ଆନ୍ଦୋଳନରେ ବସିଛନ୍ତି ।

ଖବର ଅନୁଯାୟୀ, ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ନିଯୁକ୍ତି ନେଦବା । ପରିବେଶ ସୁରକ୍ଷା ପାଇଁ କିଛି ପଦକ୍ଷେନ ନନେବା । ସରକାରୀ ଓ ଘରୋଇ ଜମି ହଡ଼ପ କରିବା । ସ୍ଥାନୀୟ ଅଞ୍ଚଳ ପ୍ରଦୂଷଣ ମାତ୍ରା ବଢିବା ସମତେ ଅନେକ ଦାବି ନେଇ ରାମ୍‌କୋ କମ୍ପାନୀ ଗେଟ୍‌ ସମ୍ମୁଖରେ ଧାରଣା ଦେବା ପ୍ରତିବାଦ ଚଳାଇଛନ୍ତି । ଧର୍ମଶାଳା ଅଂଚଳବାସୀ ଓ ବେକାରି ବିରୋଧୀ ମଂଚ ପକ୍ଷରୁ ୩ଶହରୁ ଅଧିକ ପୁରୁଷ ଓ ମହିଳା ଆନ୍ଦୋଳନ କରୁଛନ୍ତି । ଘଟଣା ସ୍ଥଳରେ କୁଆଖିଆ, ଧର୍ମଶାଳା ଥାନାର ପୋଲିସ ଅଧୀକାରୀ ଉପସ୍ଥିତ ରହିଛନ୍ତି । ଗେଟ୍‌ରେ ତାଲା ପକାଇଥିବାରୁ  କମ୍ପାନୀ କର୍ମଚାରୀମାନେ ଭିତରକୁ ଯାଇପାରିନାହାନ୍ତି।

   Related Posts