ରାମ୍‌କୋ ସିମେଣ୍ଟ କାରଖାନା ସମ୍ମୁଖରେ ଧାରଣା, ବିଭିନ୍ନ ଦାବି ନେଇ ଆନ୍ଦୋଳନ ଜାରି

Published By : Prameya-News7 Bureau | January 20, 2021 IST

ଚଣ୍ଡିଖୋଲ ୨୦।୦୧: ରାମ୍‌କୋ ସିମେଣ୍ଟ କାରଖାନା ସମ୍ମୁଖରେ ଧାରଣା ।  ଯାଜପୁର ହରିଦାସପୁର ରାମକୋ ସିମେଣ୍ଟ ପ୍ଲାଣ୍ଟ ସମ୍ମଖରେ ଧାରଣା । ଧର୍ମଶାଳା ଅଞ୍ଚଳବାସୀ ଓ ବେକାରୀ ବିରୋଦୀ ମଞ୍ଚ ପକ୍ଷରୁ ଧାରଣା ଦିଆଯାଇଛି । ଅନେକ ଦାବି ନେଇ ଆନ୍ଦୋଳନରେ ବସିଛନ୍ତି ।

ଖବର ଅନୁଯାୟୀ, ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ନିଯୁକ୍ତି ନେଦବା । ପରିବେଶ ସୁରକ୍ଷା ପାଇଁ କିଛି ପଦକ୍ଷେନ ନନେବା । ସରକାରୀ ଓ ଘରୋଇ ଜମି ହଡ଼ପ କରିବା । ସ୍ଥାନୀୟ ଅଞ୍ଚଳ ପ୍ରଦୂଷଣ ମାତ୍ରା ବଢିବା ସମତେ ଅନେକ ଦାବି ନେଇ ରାମ୍‌କୋ କମ୍ପାନୀ ଗେଟ୍‌ ସମ୍ମୁଖରେ ଧାରଣା ଦେବା ପ୍ରତିବାଦ ଚଳାଇଛନ୍ତି । ଧର୍ମଶାଳା ଅଂଚଳବାସୀ ଓ ବେକାରି ବିରୋଧୀ ମଂଚ ପକ୍ଷରୁ ୩ଶହରୁ ଅଧିକ ପୁରୁଷ ଓ ମହିଳା ଆନ୍ଦୋଳନ କରୁଛନ୍ତି । ଘଟଣା ସ୍ଥଳରେ କୁଆଖିଆ, ଧର୍ମଶାଳା ଥାନାର ପୋଲିସ ଅଧୀକାରୀ ଉପସ୍ଥିତ ରହିଛନ୍ତି । ଗେଟ୍‌ରେ ତାଲା ପକାଇଥିବାରୁ  କମ୍ପାନୀ କର୍ମଚାରୀମାନେ ଭିତରକୁ ଯାଇପାରିନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.