Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ନିଆଁରେ ଜଳିଗଲା ବର୍ଷକର ଝାଳବୁହା ପରିଶ୍ରମ : ଖଳାରେ ଅଗ୍ନିକାଣ୍ଡ, ୧୨ ଏକରର ଧାନ ପୋଡି ପାଉଁଶ

17/01/2021 at 9:50 AM

ସାନଖେମୁଣ୍ଡି,୧୭/୦୧: ନିଆଁ ଲାଗି ସର୍ଵଶାନ୍ତ ହୋଇଗଲା ଚାଷୀର ଝାଳ ବୁହା ପରିଶ୍ରମ । ଖଳାରେ ହିଁ ଜଳି  ପୋଡି ପାଉଁଶ ହୋଇଯାଇଛି ଧାନ । ୧୨ ଏକରର ଧାନ ଜଳିପୋଡି ପାଉଁଶ ହୋଇଯାଇଛି । ଦିଗପହଣ୍ଡି ଅଗ୍ନିଶମ ବିଭାଗ ପହଞ୍ଚି ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ନିଆଁକୁ ଆୟତ କରିଥିଲେ ।

ସୂଚନାନୁସାରେ, ରବିବାର ଭୋରରୁ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ମହାଲଷ୍ମୀ ମନ୍ଦିର ସାହିରେ ଥିବା ଖଳାରେ ନିଆଁ ଲାଗିଯାଇଥିଲା । ଖଳାରେ ଥିବା ଧାନ ଫସଲ ଜଳିପୋଡି ନଷ୍ଟ ହୋଇ ଯାଇଛି। ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

 ତେବେ କିଛି ଚାଷୀ ଧାନ ଖଳା ଶୋଇଥିବା ବେଳେ ଏହି ଅଘଟଣ ଘଟିଛି । ଏଥିରେ ପାଟପୁରର ରବି ସ୍ୱାଇଁ ନାମକ ଜଣେ ଭାଗ ଚାଷୀଙ୍କର ପ୍ରାୟ ୧୨ ଏକର ଉର୍ଦ୍ଧ୍ୱ ଧାନ ଫସଲ ଜଳି ପୋଡି  ପାଉଁଶ ହୋଇଯାଇଛି । ତେବେ ଦିଗପହଣ୍ଡି ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।।

   Related Posts