କଟକରେ ଆଇନଜୀବୀଙ୍କୁ ପୋଲିସର ଆକ୍ରମଣର ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ଧାମନଗର ଓକିଲ ସଙ୍ଘ

Published By : Prameya-News7 Bureau | August 30, 2018 IST

ଭଣ୍ଡାରିପୋଖରୀ ୩୦/୮ : କଟକରେ ଆଇନଜୀବୀଙ୍କୁ ପୋଲିସର ଆକ୍ରମଣର ପ୍ରତିବାଦ କରିଛି ଧାମନଗର ଓକିଲ ସଙ୍ଘ | ଓକିଲଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ଶୀଘ୍ର ଗିରଫ ଦାବି କରି ଧାମନଗର ତାସିଲଦାରଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦେଇଛନ୍ତି ଧାମନଗର ଓକିଲ ସଙ୍ଘ | ଯଦି ଆଗାମୀ ଦିନରେ ଆଇନଜୀବୀଙ୍କୁ ଆକ୍ରମଣ କରିଥିବା ପୋଲିସ କର୍ମଚାରୀଙ୍କୁ ଗିରଫ କରାନଯିବ ତେବେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ବନ୍ଦ ରହିବ ବୋଲି ଧାମନଗର ଓକିଲ ସଂଘ ଚେତାବନୀ ଦେଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.