ଧଳସାମନ୍ତଙ୍କ ଗ୍ୟାଙ୍ଗର ଦୁଇ ସହଯୋଗୀ ଗିରଫ

Published By : Prameya-News7 Bureau | August 12, 2020 IST

କଟକ୧୨/୮: ଗ୍ୟାଙ୍ଗଷ୍ଟର  ଧଳସାମନ୍ତଙ୍କ ଗ୍ୟାଙ୍ଗର ଦୁଇ ସହଯୋଗୀ ଗିରଫ। ବନ୍ଧୁକ ମୁନରେ ଦାଦାବଟି ମାଗିବା ଅଭିଯୋଗରେ ଦୁଇ ଜଣ ଙ୍କୁ ଗିରଫ କଲା ଲାଲବାଗ ଥାନା ପୋଲିସ। ଅଭିଯୁକ୍ତ  ଦୁଇ ଜଣ ହେଲେ ଡାନି ଓ ରାନିଆ। ଅଭିଯୁକ୍ତଙ୍କ ଠାରୁ ୨ଟି  ବନ୍ଧୁକ ୬୯ଟି ଅଫୁଟା ଗୁଳି ଜବତ କରିଛି ପୋଲିସ୍।ଅଭିଯୁକ୍ତ  ଡାନି ନାମରେ ପୂର୍ବରୁ ରୁ ରହିଛି ହତ୍ୟା ମାମଲା ରହିଥିବା ସୂଚନା ମିଳିଛି।.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.