Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ମାଫିଆ ସହ ୩ ସହଯୋଗୀ ଗିରଫ

18/05/2021 at 12:25 PM

ଜଳେଶ୍ୱର ୧୮।୦୫: ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ ସୁଗାର ଜବତ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୋଲିସ ଦ୍ୱାରା ଏହି ବ୍ରାଉନସୁଗାର ଜବତ ହୋଇଛି । ଏହାସହିତ ଜଣେ ବ୍ରାଉନ୍‌ସୁଗାର ମାଫିଆ ସହ ତାର ୩ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ ।

ଖବର ଅନୁଯାୟୀ, ଦୀର୍ଘ ଦିନ ହେଲା ଏମାନେ ଚୋରାରେ ବ୍ରାଉନ୍‌ସୁଗାର ବେପାର କରୁଥିଲା । ଯାହାର ସୁରାକ ପୋଲିସ ପାଇଥିଲା । ଏହା ପରେ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌ ଏହି ଚୋରା କାରବାର ଉପରେ ନଜର ରଖିଥିଲା । ଏହି ପରିପେକ୍ଷୀରେ ଜଳେଶ୍ୱର ପୋଲିସ ଆଜି ଅତର୍କିତ ଭାବେ ଚଢାଉ କରିଥିଲା । ଚଢାଉରେ ଲକ୍ଷାଧିକ ଟଙ୍କାବର ବ୍ରାଇନ୍‌ସୁଗାର ଜବତ କରିଛି । ଏହାସହିତ ବ୍ରାଉନ୍‌ ସୁଗାର ମାଫିଅ ପୁଷୁ ସହିତ ତାର ୩ଜଣ ସହଯୋଗୀଙ୍କୁ ଗିରଫ କରିଛି ଜଳେଶ୍ୱର ଥାନା ପୋଲିସ । ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଖୋଲତାଡ଼ ଜାରି ରକିଛି ପୋଲିସ ।

   Related Posts