Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଦାଦା ବଟି ମାଗିଲେ, ଆଉ ମିଳିବ ନାହିଁ ତ୍ରାହି, ଜାରି ହେଲା ହେଲପ୍‌ ଲାଇନ୍ ନମ୍ବର

20/10/2020 at 3:54 PM

ଭୁବନେଶ୍ବର୨୦।୧୦: ଦାଦା ବଟି ବିରୋଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରିଛି ଓଡିଶା ପୋଲିସ୍। ଏଣିକି ଦାଦାବଟି ମାଗିଲେ, ମିଳିବ ନାହିଁ ତ୍ରାହି। ଦାଦା ବଟି ମାଗିଲେ କଲ୍‌ କରନ୍ତୁ। ଦାଦାବଟି ବିରୋଧରେ ଅଭିଯାନ ପାଇଁ ହେଲପ୍‌ ଲାଇନ୍‌ ନମ୍ବର ଜାରି କରାଯାଇଛି। ହେଲପ୍‌ ଲାଇନ୍‌ ନମ୍ବର ୯୯୩୮୯୧୦୦୦୦ ରହିଛି।  ଏହି ନମ୍ବରରେ କଲ୍‌ କରି ଆପଣ ଦାଦା ବଟି ବିରୋଧରେ ଅଭିଯୋଗ କରିପାରିବେ ବୋଲି ପୋଲିସ ଡିଜି ଅଭୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ବିଶେଷ କରି ଟ୍ବିନ୍‌ ସିଟି ବାସିନ୍ଦାଙ୍କ ପାଇଁ ଏହି ନମ୍ବର ଜାରି କରାଯାଇଛି। କଲ୍‌ ବ୍ୟତୀତ ମେସେଜ୍‌ ଦେଲେ ମଧ୍ୟ ଅଭିଯୋଗ ଗ୍ରହଣ କରିବ ପୋଲିସ। ହ୍ବାଟସଆପ୍‌ ଓ ଟେଲିଗ୍ରାମରେ ମଧ୍ୟ କରିହେବ ଅଭିଯୋଗ। ଏଥିପାଇଁ ଅଭିଯୋଗକାରୀଙ୍କ ନାଁ ଗୋପନ ରଖାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଏଥର ପାର୍ବଣରେ ଚାନ୍ଦା ଆଦାୟକାରଙ୍କ ଉପରେ ରହିବ କଡ଼ା ନଜର। ଏହା ସହିତ ଭସାଣି ଉପରେ ମଧ୍ୟ କଡ଼ା ନଜର ରଖାଯିବ। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ହିଁ ଦଶହରା ପାଳନ ହେବ।

   Related Posts