Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ବୀରାଶାଳ ଏୟାରାଷ୍ଟ୍ରିପ୍‌ରେ ଟ୍ରେନିଂ ବିମାନ ଦୁର୍ଘଟଣା, ଡିଜିସିଏ ପକ୍ଷରୁ ତଦନ୍ତ ଆରମ୍ଭ

9/06/2020 at 4:54 PM

ଢେଙ୍କାନାଳ ୦୯।୦୬: ସୋମବାର ଦିନ ଢେଙ୍କାନାଳ ଜିଲ୍ଲା ବିରାଶାଳ ଏୟାରଷ୍ଟ୍ରିପରେ ଟ୍ରେନିଂ ବେଳେ ବିମାନ କ୍ରାସ୍ ହୋଇଥିଲା । ଯେଉଁଥିରେ କି ଦୁଇଜଣ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଥିଲା । ତେବେ କିଭଳି ଓ କେଉଁ ପରିସ୍ଥିତିରେ ବିମାନଟି କ୍ରାସ୍‌ ହେଲା ବା ଦୁର୍ଘଟଣାର ଶୀକାର ହେଲା ତାହାର ଛାନ୍‌ଭିନ୍‌ ପାଇଁ ଡିଜିସିଏର ଦୁଇ ଜଣିଆ ଟିମ ବିରାଶାଳ ଏୟାରଷ୍ଟ୍ରିପ୍‌ରେ ପହଞ୍ଚିଛନ୍ତି ।

ସୂଚନାଯୋଗ୍ୟ ଯେ, ଡିଜିସିଏର ଦୁଇ ଜଣିଆ ଟିମ ଢେଙ୍କାନାଳ ଜିଲ୍ଲା ବିରାଶାଳସ୍ଥିତ ବିମାନ ଚଳାଚଳ ତାଲିମ ପ୍ରଶିକ୍ଷଣ କେନ୍ଦ୍ରକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଟିମ୍‌ରେ ଡିଜିସିଏ ଦିଲ୍ଲୀର ଡେପୁଟି ଡ଼ାଇରେକ୍ଟର ଜସବୀର ସିଂ ଲାର୍ଘା ଓ ଏୟାର ସେଫଟି ଅଫିସର ଦିନେସ କୁମାର ରହିଛନ୍ତି। ସୋମବାର ଏହି ବିରାଶାଳ ସ୍ଥିତ ବିମାନ ଚଳାଚଳ ପ୍ରଶିକ୍ଷଣ କେନ୍ଦ୍ରରେ ବିମାନ ଦୁର୍ଘଟଣାରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଥିଲା ।

   Related Posts