ଭିଜିଲାନ୍ସ ଜାଲରେ ଡିଏଫଓ ଓ ଡେପୁଟି ରେଞ୍ଜର, ୧ ଲକ୍ଷ ୬୬ ହଜାର ଟଙ୍କା ନେଉଥିଲେ ଲାଞ୍ଚ

Published By : Prameya-News7 Bureau | June 10, 2020 IST

ବଲାଙ୍ଗୀର ୧୦।୬: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଡିଏଫଓ । ବଲାଙ୍ଗିର ପାଟଣାଗଡରେ କେନ୍ଦୁପତ୍ର ଫଡି ମରାମତି ବିଲ୍ ପାସ୍ କରାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ଡିଏଫଓ ପ୍ରଣବ ମହାନ୍ତି ଓ ଡେପୁଟି ରେଞ୍ଜର ତ୍ରିଲୋଚନ ଦେହୁରୀ ।

{"id":283953,"sizeSlug":"large"}

କେନ୍ଦୁପତ୍ର ଫଡି ବିଲ୍ ପାସ୍ କରାଇବା ପାଇଁ ସେମାନେ ୧ ଲକ୍ଷ ୬୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ଚଢାଉରେ ବଲାଙ୍ଗିର, ବରଗଡ଼ ଓ ସମ୍ବଲପୁର ସ୍ଥିତ ଭିଜିଲାନ୍ସ ଟିମ୍  ସାମିଲ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.