Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ସମ୍ବିତଙ୍କ ଅଭିଯୋଗର ଜବାବ ଦେଲେ ଦେବୀ ମିଶ୍ର, କହିଲେ- ‘ଔଷଧ ରାଗରେ ତାଟିଆ କାମୁଡିବା ଠିକ୍ ନୁହେଁ’

28/09/2021 at 1:01 PM

ଭୁବନେଶ୍ବର ୨୮।୯: ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଅଭିଯୋଗର ଜବାବ ଦେଲେ ବରିଷ୍ଠ ବିଜେଡି ନେତା ଦେବୀପ୍ରସାଦ ମିଶ୍ର । ସେ କହିଛନ୍ତି,

ଯଦି ସମ୍ବିତ ପାତ୍ରଙ୍କ ପାଖରେ କିଛି ଠୋସ୍ ପ୍ରମାଣ ଅଛି ତାହେଲେ ଉପସ୍ଥାପନ କରନ୍ତୁ । ଏଭଳି ଅବାନ୍ତର ଓ ଅପ୍ରାସଙ୍ଗୀକ କଥା କହିଲେ କିଛି ଲାଭ ନାହିଁ । ଥାନା ଉଡିଛି । ତାକୁ ବିଭାଗ ତଦନ୍ତ କରିବ । ଘଟଣାର ତଦନ୍ତ ହେବ । ତାପରେ ଜଣାପଡ଼ିବ ସତ । ସମ୍ବିତ ପାତ୍ର ଔଷଧ ରାଗରେ ତାଟିଆ କାମୁଡିବା ଠିକ୍ ନୁହେଁ ବୋଲି ଦେବୀପ୍ରସାଦ କହିଛନ୍ତି ।

ବିଜେପି ପରାଜୟର ଆଶଙ୍କାରେ ଏଭଳି କହୁଛି । ଏହା ବିରୋଧୀ ଦଳଙ୍କର ଚିରାଚରିତ ଅଭ୍ୟାସ । ଯେଉଁ ଦଳ ନିର୍ବାଚନ ଜିତନ୍ତି, ସେମାନେ ବୁଥ୍ କ୍ୟାପଚର, ଅର୍ଥ ବଳ, ବାହୁ ବଳ ଲଗାଇଲେ ବୋଲି ବିରୋଧୀ ଅଭିଯୋଗ କରନ୍ତି । ବିଜେପି ଲୋକଙ୍କ ମୁଡ୍ ବିଜେଡ଼ି ଆଡକୁ ହେଉଥିବା ଦେଖି ଫ୍ରଷ୍ଟ୍ରେସନରେ ଏ ସବୁ କହୁଛନ୍ତି ବୋଲି ସେ କହିଛନ୍ତି ।

   Related Posts