Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାୟଗଡାରେ ଉନ୍ନୟନ କମିଶନର ଓ ୫-ଟି ସଚିବ, କୋଭିଡ୍ ହେଲ୍ଥ ସେଣ୍ଟର ପରିଦର୍ଶନ କଲେ

15/05/2020 at 10:21 AM

ରାୟଗଡା ୧୫।୫: ରାୟଗଡା ଗସ୍ତରେ ଉନ୍ନୟନ କମିଶନର ଓ ୫-ଟି ସଚିବ । ଜିଲ୍ଲାର ଜେକେପୁର ସ୍ଥିତ ଇଏସଆଇ ଚିକିତ୍ସାଳୟରେ ପ୍ରତିଷ୍ଠା ହୋଇଥିବା କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ର ଏବଂ ୫-ଟି ସଚିବ ଭି.କେ. ପାଣ୍ଡିଆନ ।

ଏକ ସ୍ବତନ୍ତ୍ର ହେଲିକାପ୍ଟର ଯୋଗେ ଆସି ଉଭୟ ବରିଷ୍ଠ ଅଧିକାରୀ । ଏହାପରେ କୋଭିଡ୍ ହସ୍ପିଟାଲ ପରିଦର୍ଶନ କରି ସମସ୍ତ କାର୍ଯ୍ୟର ତଦାରଖ କରିଛନ୍ତି । ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲରେ ପ୍ରତିଷ୍ଠା ହୋଇ କାର୍ଯ୍ୟକ୍ଷମ ହୋଇଛି । ଆଗାମୀ ଦିନରେ ଏହା କିଭଳି ଠିକ୍ ଭାବେ କାର୍ଯ୍ୟ କରିବ ତାହାର ଅନୁଧ୍ୟାନ କରିଛନ୍ତି ଉଭୟ ଅଧିକାରୀ ।

   Related Posts