Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୧ କରୋନା ସଂକ୍ରମିତ, ୧୦୫୦୫୦୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ଭୋକ ଉପାସରେ ଘରକୁ ଫେରୁଛନ୍ତି ଲୋକେ: କେତେବେଳେ ଚାଲି ଚାଲି ତ ପୁଣି କେତେବେଳେ ଟ୍ରକ

13/05/2020 at 5:33 PM

ଭଦ୍ରକ୧୩/୫: ଲକ୍‌ଡାଉନ୍‌ କଟକଣା ଚାଲିଥିବା ସତ୍ତ୍ବେ ବିଭିନ୍ନ ଉପାୟରେ ଘରକୁ ଫେରୁଛନ୍ତି ଲୋକେ। କିଏ ଚାଲି ଚାଲି ତ ଆଉ କିଏ ଟ୍ରକ ନିଜକୁ ଘରକୁ ଫେରୁଛନ୍ତି। ଭୁବନେଶ୍ୱରରୁ କିଛି ଶ୍ରମିକ ଏକ ଟ୍ରକ ଯୋଗେ କୋଲକତା ଯାଉଥିବା ସମୟରେ ଭଦ୍ରକ ବନ୍ତ ଛକ ନିକଟରେ ଓହ୍ଲାଇଥିଲେ । ଭଦ୍ରକରୁ କୌଣସି ଗାଡି ନପାଇ ଚାଲି ଚାଲି କୋଲକାତା ଯିବେ ବୋଲି କହିଛନ୍ତି ଶ୍ରମିକ ।

ବହୁ ଦିନ ହେଲାଣି କାମ ଦାମ ମିଳୁନାହିଁ। ଏହାସହ ପାଖରେ ପଇସା ବି ନାହିଁ, ଖାଇବେ କେମିତି, ଚଳିବେ କେମିତି ଏହିଭଳି ଭାବେ ଟ୍ରକରେ ଭଦ୍ରକ ପର୍ଯ୍ୟନ୍ତ ଚାଲି ଆସିଛନ୍ତି। ଆହୁରି କିଛି ଲୋକ ମଧ୍ୟ ହାଇଦ୍ରାବାଦରୁ ଟ୍ରକ, ବସ ଯୋଗେ ଆସି ଭଦ୍ରକରେ ଓହ୍ଲାଇ ଚାଲି ଚାଲି ଯାଉଛନ୍ତି । କେତେବେଳେ ପୋଲିସର ନଜର ପଡିଲେ ସେମାନଙ୍କ ବ୍ୟବସ୍ଥା କରାଯାଉଛି। ନହେଲେ ଏହିଭଳି ଭାବେ ଖରା ବର୍ଷା, ଭୋକ ଉପାସରେ ସେମାନେ ଚାଲି ଚାଲି ଘରକୁ ଫେରୁଛନ୍ତି।

   Related Posts