ହତାସ ହେଲେଣି ବାଲେଶ୍ୱରର ଚିଟଫଣ୍ଡ ଜମାକାରୀ

Published By : Prameya-News7 Bureau | August 29, 2018 IST

ଦିନକୁ ଦିନ ବଢି ଚାଲିଛି ଚିଟଫଣ୍ଡ ଜମାକାରୀଙ୍କ ଦୁଃଖ । ମାମଲା ସରକାରଙ୍କ ହାତକୁ ଗଲା ପରେ ଚିଟଫଣ୍ଡ ମାମଲାର ବିଚାର ହେବ ସେମାନେ ସେମାନଙ୍କ ଟଙ୍କା ଫେରିପାଇବେ । ସେଥତ୍ପାଇଁ ବାଲେଶ୍ବରରେ ଖୋଲିଲା ଚିଟଫଣ୍ଡ ଅଦାଲତ। ହେଲେ ସ୍ବତନ୍ତ୍ର କୋର୍ଟ ହେବାର ବର୍ଷେ ହେଲାଣି ନା ସେଠାରେ ଜଜ୍ ନିଯୁକ୍ତ ହେଲେଣି ନା ସେ ସବୁ ମାମଲାର ଫୈସଲା ହେଉଛି । ଶୁଣିବାକୁ ବି କେହି ନାହଁ। ହତାସାରେ କଟୁଛି ଚିଟଫଣ୍ଡ ଜମାକାରୀଙ୍କ ଦିନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.