Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

କାର୍‌ରୁ ୪୦ଲିଟର ଦେଶୀ ମଦ ଜବତ

8/06/2020 at 1:10 PM

ଆଠଗଡ଼ ୦୮।୦୬: ୪୦ଲିଟର ଦେଶୀ ମଦ ଜବତ । ଆଠଗଡ ଝରଣ ଛକ ନିକଟରେ ଏକା ଭିତରୁ ମଦ ଜବତ କରିଛି ପୋଲିସ । କାର୍‌ ଯୋଗେ ଚାଲାଣ ହେଉଥିବାର ସୂଚନା ମିଳିଛି । ତେବେ ମଦ କାରବାରରେ ଜଣଙ୍କୁ ଅଟକ ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଆଠଗଡ଼ର ଝରଣ ଛକ ଠାରେ ଏକ କାର ସହିତ ୪୦ ଲିଟର ଦେଶୀ ମଦ ଜବତ ହୋଇଛି । ଆଠଗଡ଼ ପୋଲିସ ଚଢାଉ କରି ଜବତ କରିଛି । କାରଟି ସନ୍ଦିଗ୍ଧ ଭାବରେ ଯାଉଥିବା ବେଳେ ବୀରକିଶୋର ପୁର ଠାରେ ପୋଲିସ ଚେକ୍‌ ପୋଷ୍ଟରେ ଅଟକାଇବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ଡ୍ରାଇଭର କାରଟିକୁ ନେଇ କନ୍ତୋଲ ଆଡ଼କୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ  ପୋଲିସ ପିଛା କରି ଧରିଥିଲା। ଗାଡି ଭିତରେ ଦୁଇଟି ବ୍ଲାଡରରେ ୪୦ ଲିଟର ଦେଶୀ ମଦ ଥିବା ବେଳେ ଡ୍ରାଇଭର ଦିଲ୍ଲୀପ ରାଉଳକୁ ଅଟକ ରଖି ପଚରାଉଚରା କରାଯାଇଥିଲା। ପରେ ଡ୍ରାଇଭର ଦିଲ୍ଲୀପ ରାଉଳକୁ ନୋଟିସ ଦେଇ ଛାଡି ଦେଇଥିବା ସୁଚନା ଦେଇଛନ୍ତି ଆଠଗଡ଼ ଥାନା ଆଇଆଇସି ।

   Related Posts