କରୋନା ଆକ୍ରାନ୍ତ ଚିହ୍ନଟ ପରେ ଉପ-ଜିଲ୍ଲାପାଳ ଏବଂ ତହସିଲ୍‌ ଅଫିସ୍ ସଟଡାଉନ୍‌

Published By : Prameya-News7 Bureau | August 07, 2020 IST

ଆଠଗଡ୭/୮:  ଆଠଗଡ ଉପ-ଜିଲ୍ଲାପାଳଙ୍କ ଅଫିସ ଏବଂ ତହସିଲ ଅଫିସ ୩ ଦିନ ପାଇଁ ସଟଡାଉନ୍।ଉପ-ଜିଲ୍ଲାପାଳଙ୍କ ଅଫିସରୁ ୪ ଓ ତହସିଲ ଅଫିସରୁ ୬ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଏଭଳି ନିଷ୍ପତ୍ତି ନେଇଛନ୍ତି। କରୋନା  ଆକ୍ରାନ୍ତ ଚିହ୍ନଟ ପରେ ଉଭୟ ଅଫିସକୁ ୩ ଦିନ ପାଇଁ ସଟଡ଼ାଉନ୍ ଘୋଷଣା କରାଯାଇଛି। ଆଠଗଡ଼ ଉପ ଜିଲ୍ଲାପାଳ  ଏ ସଂପର୍କରେ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.