Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଭିଜିଲାନ୍ସ ଜାଲରେ ଦେବଗଡ ପୌର ପରିଷଦ ଏଟିଏସ

21/10/2020 at 3:22 PM

ଦେବଗଡ ୨୧।୧୦: ଭିଜିଲାନ୍ସ ଜାଲରେ ଦେବଗଡ ପୌର ପରିଷଦ ଏଟିଏସ । ଏଟିଏସ ରାଜେନ୍ଦ୍ର କୁମାର ନାଏକ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଅନ୍ୟ ଜଣେ କର୍ମଚାରୀଙ୍କୁ ମଧ୍ୟ ଗିରଫ ଧରିଛି ଭିଜିଲାନ୍ସ ।

ଏଟିଏସ ରାଜେନ୍ଦ୍ର କୁମାର ନାଏକ ଓ ଅନ୍ୟ ଜଣେ କର୍ମଚାରୀ ଅଜିତ କୁମାର ନାଏକ ଘରର ପ୍ଲାନ ପାସ୍ କରିବା ପାଇଁ ଲାଞ୍ଚ ନେଉଥିଲେ ୬ ହଜାର ୪ ଶହ ଟଙ୍କା ଲାଞ୍ଚ । ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀ ହାତରେ ଉଭୟ ଧରାପଡିଛନ୍ତି ।

   Related Posts