ବ୍ରହ୍ମପୁରରେ ଆଉ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ
18/08/2018 at 5:44 AM

ବ୍ରହ୍ମପୁର ୧୮/୮ : ବ୍ରହ୍ମପୁରରେ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ହୋଇଛି | ଏମକେସିଜିରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣକର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି | ମୃତକ ହେଉଛନ୍ତି କାଶିନଗର ବ୍ଳକ ଅନ୍ତର୍ଗତ ସିଙ୍ଗିପୁର ଗ୍ରାମର ଲକ୍ଷ୍ମୀ ଚିନ୍ତଡା | ପୂର୍ବରୁ ସେହି ଗ୍ରାମର ତିନି ଜଣଙ୍କ ଡେଙ୍ଗୁରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଛି।
Related Posts
ରାସ୍ତାରେ ଗଛ ପଡ଼ି ଚାଲିଗଲା ୭ବର୍ଷର ପୁଅର ଜୀବନ: ବାପା ମାଆ ଓ ଝିଅ ଗୁରୁତର
27 February 2021