Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜଧାନୀରେ ଡେଙ୍ଗୁ ଆତଙ୍କ

2/06/2018 at 9:40 AM

ରାଜଧାନୀରେ ଡେଙ୍ଗୁ ଆତଙ୍କ … ପୁଣି କଡ ଲେଉଟେଇଲା ଡେଙ୍ଗୁ … ଭୁବନେଶ୍ୱର ଚନ୍ଦ୍ରଶେଖରପୁର ବିଡିଏ କଲୋନୀରେ ଡେଙ୍ଗୁ ଆତଙ୍କ … ଚନ୍ଦ୍ରଶେଖରପୁର ବିଡିଏ କଲୋନୀରେ ୨ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ…ଆଉ କିଛି ଆକ୍ରାନ୍ତ ହୋଇଥିବା ସନ୍ଦେହ… ଘଟଣାସ୍ଥଳରେ ଡାକ୍ତରୀ ଟିମ୍…

Leave a Reply

   Related Posts