ରାଜଧାନୀରେ ଡେଙ୍ଗୁ ଆତଙ୍କ
2/06/2018 at 9:40 AM

ରାଜଧାନୀରେ ଡେଙ୍ଗୁ ଆତଙ୍କ … ପୁଣି କଡ ଲେଉଟେଇଲା ଡେଙ୍ଗୁ … ଭୁବନେଶ୍ୱର ଚନ୍ଦ୍ରଶେଖରପୁର ବିଡିଏ କଲୋନୀରେ ଡେଙ୍ଗୁ ଆତଙ୍କ … ଚନ୍ଦ୍ରଶେଖରପୁର ବିଡିଏ କଲୋନୀରେ ୨ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ…ଆଉ କିଛି ଆକ୍ରାନ୍ତ ହୋଇଥିବା ସନ୍ଦେହ… ଘଟଣାସ୍ଥଳରେ ଡାକ୍ତରୀ ଟିମ୍…