କଟକରେ କାୟା ବିସ୍ତାର କରୁଛି ଡେଙ୍ଗୁ
23/08/2018 at 5:56 PM

କଟକରେ କାୟା ବିସ୍ତାର କରୁଛି ଡେଙ୍ଗୁ । ପ୍ରଶାସନର ତାଗିଦ୍ ପରେ ବ୍ୟବସାୟୀ ଓ ଶିଳ୍ପ ପ୍ରତିଷ୍ଠାନ ବଜ୍ୟବସ୍ତୁ ପରିଚାଳନାରେ ମନମାନୀ ଚଲାଇଛନ୍ତି । ଫଳରେ କଟକ ଓ ଏହାର ଆଖପାଖ ଅଞ୍ଚଳରେ ଡେଙ୍ଗୁ ବଂଶ ବିସ୍ତାର ହେଉଛି । ଅନ୍ୟପଟେ ପ୍ରଶାସନର ତାଗିଦ୍ କୁ ଖାତିର୍ କରୁନଥିବା ବ୍ୟବସାୟୀ ଓ ଶିଳ୍ପ ପ୍ରତିଷ୍ଠାନ ଅଧିକାରୀଙ୍କ ବିରୋଧରେ ପ୍ରଶାସନ ମାମଲା ରୁଜୁ କରିବ ବୋଲି କହିଛନ୍ତି ଜିଲ୍ଲାପାଳ ।
Related Posts
ରାସ୍ତାରେ ଗଛ ପଡ଼ି ଚାଲିଗଲା ୭ବର୍ଷର ପୁଅର ଜୀବନ: ବାପା ମାଆ ଓ ଝିଅ ଗୁରୁତର
27 February 2021