ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ପୁରୀ ଜିଲ୍ଲାପାଳ, ରଖିଲେ ପରିକ୍ରମା ପ୍ରକଳ୍ପର ସମ୍ପୂର୍ଣ୍ଣ ତଥ୍ୟ
  • ||
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

କଟକରେ କାୟା ବିସ୍ତାର କରୁଛି ଡେଙ୍ଗୁ

23/08/2018 at 5:56 PM

କଟକରେ କାୟା ବିସ୍ତାର କରୁଛି ଡେଙ୍ଗୁ । ପ୍ରଶାସନର ତାଗିଦ୍ ପରେ ବ୍ୟବସାୟୀ ଓ ଶିଳ୍ପ ପ୍ରତିଷ୍ଠାନ ବଜ୍ୟବସ୍ତୁ ପରିଚାଳନାରେ ମନମାନୀ ଚଲାଇଛନ୍ତି । ଫଳରେ କଟକ ଓ ଏହାର ଆଖପାଖ ଅଞ୍ଚଳରେ ଡେଙ୍ଗୁ ବଂଶ ବିସ୍ତାର ହେଉଛି । ଅନ୍ୟପଟେ ପ୍ରଶାସନର ତାଗିଦ୍ କୁ ଖାତିର୍ କରୁନଥିବା ବ୍ୟବସାୟୀ ଓ ଶିଳ୍ପ ପ୍ରତିଷ୍ଠାନ ଅଧିକାରୀଙ୍କ ବିରୋଧରେ ପ୍ରଶାସନ ମାମଲା ରୁଜୁ କରିବ ବୋଲି କହିଛନ୍ତି ଜିଲ୍ଲାପାଳ ।

   Related Posts