ରାଜଧାନୀରେ ଡେଙ୍ଗୁ ଆତଙ୍କ

Published By : Prameya-News7 Bureau | September 15, 2018 IST

ଭୁବନେଶ୍ୱର ୧୪/୦୯ : ରାଜଧାନୀବାସୀଙ୍କୁ ଏବେ ଡରାଇଲାଣି ଡେଙ୍ଗୁ । ଏପର୍ଯ୍ୟନ୍ତ ଭୁବନେଶ୍ବରରେ ୭୯୬ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ନୂଆପଲ୍ଲୀ, ଆଇଆରସି ଭିଲେଜ, ସାଲିଆ ସାହି ଅଂଚଳରୁ ସର୍ବାଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜଧାନୀରେ ବିଭିନ୍ନ ଅଂଚଳ ଏବେ ଡେଙ୍ଗୁ କବ୍ଜାରେ । ହେଲେ ହାତବାନ୍ଧି ବସିଛି ବିଏମସି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.