Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସରକାରୀ ଖୁଚୁରା ଦୋକାନୀଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେବାକୁ ଦାବି

30/06/2020 at 4:25 PM

କଟକ୩୦/୬: କଟକ ସହରରେ ଥିବା ସମସ୍ତ ସରକାରୀ ଖୁଚୁରା ଦୋକାନୀମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେବାକୁ ଦାବି ହୋଇଛି । ତା ସହିତ ପ୍ରତ୍ୟେକ ସରକାରୀ ଖୁଚୁରା ଦୋକାନ ମାନଙ୍କରେ ଯେପରି ଅଧିକ ଗହଳି ନ ହେବ, ତାର ବିକଳ୍ପ ବ୍ୟବସ୍ଥା ପାଇଁ ମଧ୍ୟ ଦାବି କରିଛି କଟକ ରିଟେଲ ଡିଲର ଆସୋସିଏସନ। ମଙ୍ଗଳବାର ଏ ନେଇ ଆସୋସିଏସନ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି ।

   Related Posts