ସରକାରୀ ଖୁଚୁରା ଦୋକାନୀଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେବାକୁ ଦାବି

Published By : Prameya-News7 Bureau | June 30, 2020 IST

କଟକ୩୦/୬: କଟକ ସହରରେ ଥିବା ସମସ୍ତ ସରକାରୀ ଖୁଚୁରା ଦୋକାନୀମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେବାକୁ ଦାବି ହୋଇଛି । ତା ସହିତ ପ୍ରତ୍ୟେକ ସରକାରୀ ଖୁଚୁରା ଦୋକାନ ମାନଙ୍କରେ ଯେପରି ଅଧିକ ଗହଳି ନ ହେବ, ତାର ବିକଳ୍ପ ବ୍ୟବସ୍ଥା ପାଇଁ ମଧ୍ୟ ଦାବି କରିଛି କଟକ ରିଟେଲ ଡିଲର ଆସୋସିଏସନ। ମଙ୍ଗଳବାର ଏ ନେଇ ଆସୋସିଏସନ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.