Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ନୂଆପଡାରେ ତେଜିଲା ଆଦିବାସୀ ମାନ୍ୟତା ଦାବି ; ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ

15/10/2018 at 10:24 AM

ନୂଆପଡା ୧୫|୧୦: ନୂଆପଡାରେ ତେଜିଲା ଆଦିବାସୀ ମାନ୍ୟତା ଦାବି । ଓଡିଶା ଆଦିବାସୀ ଲୋହରା ବିକାଶ ପରିଷଦ ପକ୍ଷରୁ ନୂଆପଡା ବ୍ଲକ୍ ପରକୋଡସ୍ଥିତ ବଜାର ପଡିଆରେ ଏକ ଜିଲ୍ଲାସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେ।ଇଛି । ଆଜି ଜିଲ୍ଲାର ପାଞ୍ଚଟି ପଞ୍ଚାୟତର ସଭାପତି ଓ ଶତାଧିକ ସଦସ୍ୟ ଏହି ସଭାରେ ଭାଗନେଇ ୪ ଦଫା ଦାବି ନେଇ ଆଲୋଚନା କରିଥିଲେ । ଲୋହରା, ଲୁହାର ସମ୍ପ୍ରଦାୟଙ୍କୁ ଆଦିବାସୀ ମାନ୍ୟତା, ଭୂମିହୀନଙ୍କୁ ଘରଡିହ ସହ ଚାଷଜମି ପାଇଁ ପଟ୍ଟା ଓ ବାସଗୃହ ପ୍ରଦାନ, ଏହି ଜାତିର କୌଳିକ ବୃତ୍ତିକୁ ଆଧୁନିକିକରଣ କରିବା ସହ ପ୍ରତିପୋଷଣ ପାଇଁ ସରକାରଙ୍କ ତରଫରୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି ହେ।ଇଛି । ଏହାର ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ।

   Related Posts