Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||

ଦିଲ୍ଲୀ ହିଂସାକାଣ୍ଡ ମାମଲା: ଜାମିଆ ଆଲୁମିନି ଆସୋସିଏସନ ସଭାପତି ରେହମାନ ଗିରଫ

27/04/2020 at 9:30 PM

ନୂଆଦିଲ୍ଲୀ, ୨୭|୦୪:  ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ବିଭାଗ ଜାମିଆ ଆଲୁମିନି ଆସୋସିଏସନର ସଭାପକି ସିଫା ଉର୍ ରେହମାନଙ୍କୁ ଗିରଫ କରିଛି । ଦିଲ୍ଲୀରେ ହିଂସାକୁ ଉସକାଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।

ପୋଲିସର କହିବାନୁସାରେ, ସିଫା ଉର୍ ରେହମାନଙ୍କୁ ଶନିବାର ଦିନ ଜେରା ପାଇଁ ଡକାଯାଇଥିଲା । ଜେରା ବେଳେ ପୋଲିସ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିଲା । ଏହି ଆଧାରରେ ତାଙ୍କୁ ଗିରଫ କରାଯାଇଛି ।

ରେହମାନଙ୍କ ଗିରଫ ହେବା ପରେ ଜାମିଆ ଛାତ୍ରଙ୍କୁ ଗିରଫଦାରୀ ସଂଖ୍ୟା ୩ରେ ପହଁଚିଛି । ତାଙ୍କ ପୂର୍ବରୁ ସାଫୁରା ସାରଗର୍ ଓ ମୀରନ ହାଇଦରଙ୍କୁ ୟୁଏପିଏରେ ଗିରଫ କରାଯାଇଥିଲା ।  

   Related Posts