Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ସ୍ପେଶାଲ ଟିମ୍ ଦ୍ବାରା ରାଜଧାନୀରୁ ବନ୍ଧୁକ ଜବତ ସହ ୨ଗିରଫ

20/01/2020 at 7:16 PM

ନୂଆଦିଲ୍ଲୀ ୨୦।୦୧: ଆଉ କିଛି ଦିନ ପରେ ଜାନୁଆରୀ ୨୬ ଓ ଦିଲ୍ଲୀ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଦିଲ୍ଲୀ ପୋଲିସ ବିଭିନ୍ନ ସ୍ଥାନରେ ଚେକ୍‌ ପୋଷ୍ଟ କରି ଗାଡି ଚେକିଂ କରୁଛି  ତ ଆଉ କେଉଁଠି ରେଡ୍ ମାରୁଛି । ସେହପରି ସୋମବାର ଦିନ ଦିଲ୍ଲୀ ପୋଲିସ ସ୍ପେଶାଲ ଟିମ୍ ଏକ ସ୍ଥାନରେ ଚଢାଉ କରି ପିସ୍ତଲ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ।

 ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ ସୋମବାର ଦିନ ୬୭ ପିସ୍ତଲ ସହ ଦୁଇଜଣ ବନ୍ଧୁକ ସପ୍ଲାଏୟର୍ସଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ନୁର ହସନ ଓ ସଞ୍ଜୀବ ବୋଲି ଜଣାପଡିଛି । ଉଭୟଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ତେବେ ଗିରଫ ଦୁଇଜଣ ଚୋରା ବନ୍ଧୁକ କାରାବାରରେ ସଂପୃକ୍ତ ଥିବା ଖବର ପୋଲିସକୁ ସୂଚନା ମିଳିଥିଲା । ପୋଲିସ ଦୀର୍ଘ ଦିନ ହେବ ଏମାନଙ୍କ ଉପରେ ନଜର ରଖିଥିଲା । ଶେଷରେ ଆଜି ଉଭୟଙ୍କୁ ଗିରଫ କରିଛି ।

   Related Posts