Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ଦିଲ୍ଲୀରୁ ଚୋରି, ସାଲିହାସାହିରୁ ଧରାପଡିଲା ଚୂନଲଗା ଚାକରାଣୀ

28/07/2021 at 9:32 AM

ଭୁବନେଶ୍ବର ୨୮/୭ : ଦିଲ୍ଲୀରୁ ଚୋରି କରି ଭୁବନେଶ୍ବରରୁ ଗିରଫ ହେଲା ଚୂନଲଗା ଚାକରାଣୀ । କୋଟିଏ ଟଙ୍କାର ଡାଇମଣ୍ଡ ଓ ସୁନାଗହଣା ଲୁଟ୍ ନେଇ ହୋଇଥିଲା ଅଭିଯୋଗ ହୋଇଥିଲା । ଦିଲ୍ଲୀ ଦ୍ବାରକାନଗରରେ ରହୁଥିବା ଶ୍ୟାମଲାଲଙ୍କ ଘରୁ ଏହି ଚୋରୀ ହୋଇଥିଲ । ଘଟଣାରେ ଦିଲ୍ଲୀ ପୋଲିସ ଛାନଭିନ କରି ଭୁବନେଶ୍ବରରେ ପହଞ୍ଚିଥିଲା ।

ଭୁବନେଶ୍ବର ସାଲିଆ ସାହିରେ ରହୁଥିବା ସୁଜାତା ମହାପାତ୍ରଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ତା ନିକଟରୁ ଚୋରି ହୋଇଥିବା ସମସ୍ତ ଗହଣା ମଧ୍ୟ ଉଦ୍ଧାର ହୋଇଛି । ତେବେ ସୁଜାତାକୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି ପୋଲିସ । ସୁଜାତା ଶ୍ୟାମଲାଲଙ୍କ ଘରେ ମେଡ୍ ସରଭ୍ୟାଣ୍ଟ ଭାବେ କାମ କରୁଥିଲେ । ତେବେ ଏହି ଚୋରି ଘଟଣାରେ ଆଉ କିଏ ସାମିଲ ଅଛି କି ନାହିଁ ତାହା ତଦନ୍ତ ପରେ ଜଣାପଡିବ ।

   Related Posts