Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଏକ୍ସିଟ ପୋଲ୍‌ – ଦିଲ୍ଲୀର ପୁଣି କେଜ୍ରିଓ୍ୱାଲଙ୍କ ସରକାର

8/02/2020 at 6:15 PM

ନୂଆଦିଲ୍ଲୀ – ଦିଲ୍ଲୀର ବିଧାନ ସଭା ନିର୍ବାଚନ ଶେଷ ହୋଇଛି । ଏଥିରେ ପୁଣି କେଜ୍ରିଓ୍ୱାଲ ସରକାର ଗଠନ କରିବେ ବୋଲି ପ୍ରାୟ ସମସ୍ତ ଜନମତ ସର୍ବେକ୍ଷଣରେ ସୂଚନା ଦିଆଯାଇଛି ।

ଟାଇମସ୍‌ ନାଓ ଓ ଆଇପିଏସ୍‌ଓ ଅନୁସାରେ


ଆପ୍‌ -୪୪ ବିଜେପି ୨୬ ଓ କଂଗ୍ରେସ ଓ ଅନ୍ୟମାନେ ୦ ଆସନରେ ବିଜୟ ଲାଭ କରିବେ ବୋଲି ପୂର୍ବାନୁମାନ କରାଯାଇଛି


ରିପବ୍ଲିକ ଓ ଜନକି ବାତ୍‌
ଆପ୍‌ – ୪୮-୬୧ , ବିଜେପି ୦୯-୨୧, କଂଗ୍ରେସ ୦୦-୦୧, ଅନ୍ୟମାନେ -୦୦

ନେତା ଓ ନ୍ୟୁଜ ଏକ୍ସ
ଆପ୍‌ ୫୩-୫୭ ସ ବିଜେପି ୧୧-୧୭ , କଂଗ୍ରେସ ୦୦-୦୨

   Related Posts