ଏକ୍ସିଟ ପୋଲ୍‌ - ଦିଲ୍ଲୀର ପୁଣି କେଜ୍ରିଓ୍ୱାଲଙ୍କ ସରକାର

Published By : Prameya-News7 Bureau | February 08, 2020 IST

ନୂଆଦିଲ୍ଲୀ - ଦିଲ୍ଲୀର ବିଧାନ ସଭା ନିର୍ବାଚନ ଶେଷ ହୋଇଛି । ଏଥିରେ ପୁଣି କେଜ୍ରିଓ୍ୱାଲ ସରକାର ଗଠନ କରିବେ ବୋଲି ପ୍ରାୟ ସମସ୍ତ ଜନମତ ସର୍ବେକ୍ଷଣରେ ସୂଚନା ଦିଆଯାଇଛି ।

ଟାଇମସ୍‌ ନାଓ ଓ ଆଇପିଏସ୍‌ଓ ଅନୁସାରେ


ଆପ୍‌ -୪୪ ବିଜେପି ୨୬ ଓ କଂଗ୍ରେସ ଓ ଅନ୍ୟମାନେ ୦ ଆସନରେ ବିଜୟ ଲାଭ କରିବେ ବୋଲି ପୂର୍ବାନୁମାନ କରାଯାଇଛି


ରିପବ୍ଲିକ ଓ ଜନକି ବାତ୍‌
ଆପ୍‌ - ୪୮-୬୧ , ବିଜେପି ୦୯-୨୧, କଂଗ୍ରେସ ୦୦-୦୧, ଅନ୍ୟମାନେ -୦୦

ନେତା ଓ ନ୍ୟୁଜ ଏକ୍ସ
ଆପ୍‌ ୫୩-୫୭ ସ ବିଜେପି ୧୧-୧୭ , କଂଗ୍ରେସ ୦୦-୦୨

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.