Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଆଜି ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ; ଲୋୟର ପିଏମ୍‌ଜିରେ ଆୟୋଜିତ ସାମାଜିକ ନ୍ୟାୟ ଅଭିଯାନ କାର୍ଯ୍ୟକ୍ରମରେ ଦେବେ ଯୋଗ

31/01/2019 at 8:48 AM

ଭୁବନେଶ୍ବର ୩୧|୧:  ଆଜି ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଲୋୟର ପିଏମଜିରେ ଆୟୋଜିତ ହେବାକୁ ଥିବା ସାମାଜିକ ନ୍ୟାୟ ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦାନ କରିବେ କେଜ୍ରିୱାଲ୍ । ଏଥିସହ ଦଳୀୟ କର୍ମୀଙ୍କୁ ମଧ୍ୟ ଗୁରୁମନ୍ତ୍ର ଦେବେ । ସାଧାରଣ ନିର୍ବାଚନ ପାଇଁ ତିନି ମାସ ସମୟ ଥିବା ବେଳେ, କେଜିୱାଲଙ୍କ ଗସ୍ତ ଯୋଗୁଁ ଦଳ ଓଡ଼ିଶାରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ବାନ୍ଧିଛି । ତେବେ ଆଜିର କାର୍ଯ୍ୟକ୍ରମରେ କେଜ୍ରିୱାଲ୍ କଣ କହିବେ, ତା ଉପରେ ହିଁ ସମସ୍ତଙ୍କ ନଜର ରହିଛି । ତାଙ୍କ ସହ ସାଂସଦ ସଞ୍ଜୟ ସିଂ ମଧ୍ୟ ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି ।

   Related Posts