ଓଡିଶାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ
31/01/2019 at 11:39 AM

ଭୁବନେଶ୍ବର ୩୧|୧: ଓଡ଼ିଶାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଭୁବନେଶ୍ବର ଲୋଏର ପିଏଜିରେ ଆୟୋଜିତ ସାମାଜିକ ନ୍ୟାୟ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଠାରେ ଆପ୍ କର୍ମୀଙ୍କୁ ମଧ୍ୟ ଗୁରୁମନ୍ତ୍ର ଦେବେ । ସାଧାରଣ ନିର୍ବାଚନ ପାଇଁ ତିନି ମାସ ସମୟ ଥିବା ବେଳେ, କେଜ୍ରିୱାଲଙ୍କ ଗସ୍ତ ଯୋଗୁଁ ଆପ୍ ଓଡ଼ିଶାରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ବାନ୍ଧିଛି । ଆଜିର କାର୍ଯ୍ୟକ୍ରମରେ କେଜ୍ରିୱାଲ୍ କଣ କହିବେ, ତା ଉପରେ ହିଁ ସମସ୍ତଙ୍କ ନଜର ରହିଛି । ରାଜ୍ୟ ରାଜନୀତିରେ ସମ୍ଭାବ୍ୟ ସମୀକରଣ ନେଇ କଣ ରହିବେ କେଜ୍ରିୱାଲଙ୍କ ଆଭିମୁଖ୍ୟ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।
Related Posts
ଅଘଟଣ : ଘର ଭାଙ୍ଗି ଶୋଇଥିବା ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
4 March 2021